ମୁମ୍ବାଇ: ୨୫ବର୍ଷ ପୂର୍ବେ ବଲିୁଡ ଭାଇଜାନ ସଲମାନ ଖାଁ ଏବଂ ନିର୍ଦ୍ଦେଶକ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମ ବାହାରକୁ ଆସିନାହିଁ। ଏବେ ଶେଷରେ ସଲମାନ ଏବଂ କରଣ ଜୋହର ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ଭାଇଜାନ ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ଫିଲ୍ମର ନାମ ମଧ୍ୟ ଘୋଷଣା କରିଛନ୍ତି। https://www.dharitri.com/salman-karan-are-coming-together-after-25-years/
Uploaded 2 years ago
The uploaded content will be moved to this newly created album. You must create an account or sign in if you want to edit this album later on.